ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ଇଡିରେ ହାଜର

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ନୋଟିସ୍‌ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏଣ୍ଡେଭର କାର ପାଇଁ ତାଙ୍କୁ ନୋଟିସ ହୋଇଥିଲା। ଅର୍ଚ୍ଚନା ନାଗ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ। ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିଲା। ଗାଡି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ପୂର୍ବରୁ … Continue reading ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ଇଡିରେ ହାଜର